Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ

    Share on :
    ajab-Image
    Date: Mar 19, 2023    Views: 3394

    ବୌଦ୍ଧ : ବୌଦ୍ଧ ହରଭଙ୍ଗାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ । ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି ଏସ୍‌ଟିଏଫ୍‌ । ଏହାସହ ଜଣେ ଶିକାରୀ ମଧ୍ୟ ଗିରଫ ହୋଇଛନ୍ତି । ଏବେବି ତନାଘନା ଜାରି ରହିଛି ।

    ଖବର ଅନୁଯାୟୀ,  ବୌଦ୍ଧ ହରଭଙ୍ଗାରେ ବାଘ ଛାଲ ଓ ହରିଣ ଛାଲ ବିକ୍ରି ନେଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌କୁ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଚଢାଉ କରିଥିଲା ଏସ୍‌ଟିଏଫ୍‌ । ଗ୍ରାହକ ବେଶରେ ଯାଇ ଶିକାରୀକୁ ମାଡି ବସିଲା ଏସ୍‌ଟିଏଫ୍‌ । ଶିକାରୀ ନିକଟରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ ହୋଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook