Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ମିଳିଲା ପ୍ରତିଶ୍ରୁତି

    Share on :
    ajab-Image
    Date: Dec 13, 2025    Views: 3060

    ଭୁବନେଶ୍ବର : ସ୍ଥଗିତ ରହିଲା ଶିକ୍ଷକ ଆନ୍ଦୋଳନ। ଆନ୍ଦୋଳନରେ ବସିଥିଲେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତି। ୩ ଦିନ ଧରି ଅହୋରାତ୍ର ଆନ୍ଦୋଳନରେ ବସିବା ପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ୫ ଦଫା ଦାବି ନେଇ କରିଥିଲେ ଆନ୍ଦୋଳନ । ୧୫ଦିନ ମଧ୍ୟରେ ତର୍ଜମା ସହ ନିଷ୍କର୍ଷ ବାହାରିବା ବୋଲି ପ୍ରତିଶ୍ରୁତି ଦିଆଯାଇଛି । ବିଜେପିର ୨ବିଧାୟକଙ୍କ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରହିଛି । ଦାବି ନେଇ ସରକାର ଅବଗତ ଅଛନ୍ତି ଏବଂ କମିଟି ଗଠନ ହୋଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook