ମୁଖ୍ୟ ଖବର
ଭୁବନେଶ୍ବର: ୫-ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶଂସା । ବିଜେଡି ଦଳ ପାଇଁ ସେ ଆଇଏଏସ ଚାକିରି ଛାଡିଛନ୍ତି । ତାଠୁ ବଡ କଥା କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ବିଜେଡିରେ ମିଶିବା ନମିଶିବା କିଛି ବଡ କଥା ନୁହେଁ । ଏବେ ସେ ଦୁଇଟି ଅଧ୍ୟକ୍ଷ ପଦ ପାଇଛନ୍ତି । ସେ ସରକାରୀ ଛାଡିବା ପରେ ବିରୋଧୀ ବିଚଳିତ ହେବା ସ୍ବାଭାବିକ । ତାଙ୍କୁ ପଦ କଣ ଦରକାର ନାହିଁ । ଅନ୍ତର ଆତ୍ମାରୁ ଭାବିବା ଦରକାର ବିଜେଡି ଦଳ ପାଇଁ ଚାକିରି ଛାଡିଲେ, ତାଙ୍କ ଭଳି ପରିଶ୍ରମୀ କେହି ନାହାନ୍ତି ବୋଲି ତାରା କହିଛନ୍ତି ।
Comments ସମସ୍ତ ମତାମତ