Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦକ୍ଷିଣ ଓଡ଼ିଶାର ଜଣେ ନିହାତି ଭାବରେ ପିସିସି ହେବା ଦରକାର:ତାରା

    Share on :
    ajab-Image
    Date: Apr 15, 2022    Views: 4636

    ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନର ଫାଳଫଳ ଆସିବା ପରେ ପୁଣି ଏବେ କଂଗ୍ରେସରେ ପିସିସି ପରିବର୍ତ୍ତନ ନେଇ କନ୍ଦଳ ଜୋର ଧରିଛି। କିଏ ହେବ ଆଗାମୀ ମୁଖିଆ । କାହା କମାଣ୍ଡରେ ରହିବ ରାଜ୍ୟ  କଂଗ୍ରେସ ତାକୁ ନେଇ ଚାଲିଛି ତର୍ଜମା। ଏହାରି ଭିତରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବଡ଼ ବୟାନ ଏବେ ସାମ୍ନାକୁ ଆସିଛି ।

    ପିସିସି ପରିବର୍ତ୍ତନ କରିବା ସମୟ ଆସିଯାଇଛି ମୋତେ କଲେବି ଚଳିବ, ନ କଲେ ମଧ୍ୟ ଚଳିବ । କିନ୍ତୁ ଦକ୍ଷିଣ ଓଡ଼ିଶାର ଜଣେ ନିହାତି ଭାବରେ ପିସିସି ହେବା ଦରକାର । ବର୍ତ୍ତମାନ ସମୟ ଆସିଛି ସମସ୍ତେ ଏକଜୁଟ ହେବା ଆବଶ୍ୟକ ଅଛି । କାରଣ କଂଗ୍ରେସ ବଞ୍ଚିଲେ ଦେଶ ବଞ୍ଚିବ ବୋଲି ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook