Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଯୌନ ନିର୍ଯାତନା ମାମଲା: ଡିଇଓ ଓ ବିଇଓଙ୍କୁ ନିଲମ୍ବନ

    Share on :
    ajab-Image
    Date: May 16, 2026    Views: 3105

    ବରଗଡ଼ : ମହିଳା CRCCଙ୍କୁ ଯୌନ ନିର୍ଯାତନା ଓ ଟଙ୍କା ହେରଫେର ମାମଲାରେ ବରଗଡ଼ ଡିଇଓ ଓ ବିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ଡିଇଓ ଜ୍ୟୋତିକାନ୍ତ ସାହୁ ଓ ବିଇଓ ସୁରେନ୍ଦ୍ର ସାହୁଙ୍କୁ ନିଲମ୍ବନ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। 

    ପୂର୍ବରୁ PET ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ ଜିଲ୍ଲାପାଳ। ଆଉ DEO ଓ BEOଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିଶ କରିଥିଲେ ଜିଲ୍ଲାପାଳ। ଘଟଣାର ବିଚାର କରି DEO ଓ BEO ଙ୍କୁ ସସପେଣ୍ଡ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook