Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଟାୱାରରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

    Share on :
    ajab-Image
    Date: Mar 28, 2026    Views: 2630

    ମାଲକାନଗିରି: ମାଲକାନଗିରି ଜିଲ୍ଲା ପଡିଆ ଥାନା ସିଂରାଜକୋଣ୍ଡା  ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। ଖବର ପାଇ ପଡିଆ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ପହଞ୍ଚି ଯୁବକକୁ ଉଦ୍ଧାର କରିଛନ୍ତି । ଯୁବକର ଘର ଉଣ୍ଡୁରୁକୋଣ୍ଡା ହୋଇଥିବା ବେଳେ ବୟସ ୩୦ ବର୍ଷ ବୋଲି ଜଣା ପଡିଛି।

    ଆଜି ସକାଳେ ମୋବାଇଲ୍ ଟାୱାରରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିଲା। ସ୍ଥାନୀୟ ଲୋକେ ଦେଖି ପରିବାର ଓ ଅଗ୍ନଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶ୍ରମ୍ ବାହିନୀ ପହଞ୍ଚି ଯୁବକକୁ ବୁଝାସୁଝା କରିବା ସହ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଆତ୍ମହତ୍ୟାର କାରଣ ଜଣା ପଡିନଥିଲେ ମଧ୍ୟ ଏହା ପ୍ରେମଜନିତ ବୋଲି କୁହାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook