Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହଷ୍ଟେଲରୁ ଦୁଇ ଛାତ୍ରୀଙ୍କ ମିଳୁନି ପତ୍ତା

    Share on :
    ajab-Image
    Date: Feb 6, 2026    Views: 2447

    ମୟୂରଭଂଜ : ହଷ୍ଟେଲରୁ କୁଆଡ଼େ ଗଲେ ଦୁଇ ଛାତ୍ରୀ ।  ୧୪ ଘଣ୍ଟା ପରେ ବି ମିଳୁନି ପତ୍ତା ।  ମୟୂରଭଂଜ ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲର ୨ ଛାତ୍ରୀଙ୍କ ଖୋଜ ଖବର ମିଳୁନି । ଷଷ୍ଠରୁ ଯୁକ୍ତ ୨ ପର୍ୟ୍ୟନ୍ତ ୧୫୮ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିବା ବେଳେ ଗତକାଲିଠୁ ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ପତ୍ତା ମିଳୁନି ।  କେଉଁଆଡ଼େ ଗଲେ ଏଯାଏଁ କୌଣସି ଖବର ମିଳିନାହିଁ ।  ଘଟଣା ବାବଦରେ ହଷ୍ଟେଲ ୱାର୍ଡେନ କିଛି କହୁ ନ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ଖବର ପାଇ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook