Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସୌମ୍ୟରଞ୍ଜନଙ୍କ ପୁଣି ବିସ୍ଫୋରକ ବୟାନ

    Share on :
    ajab-Image
    Date: Apr 28, 2025    Views: 7034

    କଟକ :  ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ପୁଣି ବିସ୍ଫୋରକ ବୟାନ । ପୂର୍ବ ସରକାର ମାନେ ବିଜେଡିକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ପରୋକ୍ଷରେ ବିଜେପି ଏବଂ ବିଜେଡିକୁ ଆକ୍ଷେପ କରି କହିଛନ୍ତି ଏହି ପୂର୍ବତନ ବିଧାୟକ । 
    ସେ କହିଛନ୍ତି ଯେ, ଓଡ଼ିଆ ଅସ୍ମିତା ପାଇଁ ସରକାର ପରିବର୍ତ୍ତନ ହୋଇନାହିଁ । କେବଳ ଅହଂକାର ପାଇଁ ଆମର ପରାଜୟ ହେଲା । ବିଜେଡି ବନ୍ଧୁମାନେ ଏବେ ବୁଝିବା ଦରକାର । ଅହଂକାରକୁ ଦୂରେଇ ଦେଇଥିଲେ ହୁଏତ ଆମେ ଏଭଳି ପରାଜୟ ଦେଖିବାକୁ ମିଳିନଥାନ୍ତା । ଓଡ଼ିଆ ଅସ୍ମିତାକୁ କେହି ବିପଦରେ ପକାଇ ପାରିବେନାହିଁ । ଓଡ଼ିଆ ଅସ୍ମିତାକୁ ଆମେ ଏପର୍ୟ୍ୟନ୍ତ ଅନୁଭବ କରିପାରୁନାହୁଁ । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook