ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଏପ୍ରିଲ ୧ରୁ ଆରମ୍ଭ ହେବ ଏସଆଇଆର । ଏଥିପାଇଁ ଜାରି ରହିଛି ମ୍ୟାପିଂ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ସନ୍ଥଗୋପାଳନ ଏସଆଇଆର ନେଇ ସୂଚନା ଦେଇଛନ୍ତି । ୨୦୦୨ ମସିହାର ଏସଆଇଆର ତାଲିକାର ବିବରଣୀ ଯାଞ୍ଚ କରି ଜଣାଇବାକୁ ନିବେଦନ କରିଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଇଲେକ୍ଟ୍ରୋରାଲ୍ କ୍ଲିନ୍ ହେବା ଦରକାର ।
Comments ସମସ୍ତ ମତାମତ