Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହାନଦୀରେ ବୁଡି ୨ ଯୁବକ ମୃତ

    Share on :
    ajab-Image
    Date: Mar 5, 2026    Views: 2937

    ଆଠଗଡ : ମହାନଦୀରେ ଗାଧୋଇବାବେଳେ ଅଘଟଣ। ପାଣିରେ ବୁଡିଯାଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି।  ଆଠଗଡ ଥାନା କନ୍ଦରପୁର ଗାଁ ପାଖ ମହାନଦୀ ମଧ୍ୟରେ ଥିବା ଅମଙ୍ଗେଇ କୁଦ ନିକଟରେ ଏହି ଅଘଟଣ ଘଟିଛି। ମୃତ ଯୁବକ ୨ ଜଣ ହେଲେ କନ୍ଦରପୁର ଅଞ୍ଚଳର ଚିନ୍ମୟ ଦାସ  (୨୦) ଓ ଆଠଗଡ଼ ଶାସନ ସାହିର ସଂକଳ୍ପ ମିଶ୍ର (୧୯)।

    କନ୍ଦରପୁର ଗାଁ ପାଖ ମହାନଦୀ ମଧ୍ୟରେ ଥିବା ଅମଙ୍ଗେଇ କୁଦକୁ ୬ ଜଣ ଯୁବକ  ଗାଧୋଇବାକୁ ଯାଇଥିଲେ। ୨ ଜଣ ଯୁବକ ପାଣିରେ ବୁଡି ଯାଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook