Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପଦାରେ ପଡ଼ିଲା ଏସଆଇ ପରୀକ୍ଷା ଜାଲିଆତି !

    Share on :
    ajab-Image
    Date: Sep 30, 2025    Views: 4332

    ବ୍ରହ୍ମପୁର: ପଦାରେ ପଡ଼ିଲା ଏସଆଇ ପରୀକ୍ଷା ଜାଲିଆତି !  ବ୍ରହ୍ମପୁର ପୁଲିସ ଦ୍ବାରା ଶତାଧିକ ଏସଆଇ  ପରୀକ୍ଷାର୍ଥୀ ଅଟକ ସୂଚନା । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ପୁଲିସ ଧରିଥିବା  ସୂଚନା । ଏସଆଇ  ପରୀକ୍ଷା ଜାଲିଆତି ପାଇଁ ହାଇଦ୍ରାବାଦ ଯାଉଥ‌ିବା ବେଳେ ଧରାପଡ଼ିଲେ । ଓଡ଼ିଶା ପୁଲିସର ସବ୍‌ ଇନ୍ସପେକ୍ଟର ପଦବୀ ପରୀକ୍ଷା ଜାଲିଆତି ପାଇଁ ଯାଉଥିଲେ । ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଜାଲିଆତି କରିବାକୁ ଏମାନଙ୍କୁ ନେଉଥିବା ସୂଚନା । ଶ୍ରୀକାକୁଲମରେ ଧରାପଡ଼ିବା ପରେ ବ୍ରହ୍ମପୁର ଆଣି ପୋଲିସର ପଚରାଉଚରା । ଓଡ଼ିଶା ପୁଲିସ ଏସଆଇ ପଦବୀର ବଡ଼ ଜାଲିଆତି ପଦାରେ ପଡ଼ିଥିବା  ଚର୍ଚ୍ଚା । ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଗୁଇନ୍ଦା ସୂଚନା ଆଧାରରେ ଧରିଲା ବ୍ରହ୍ମପୁର ପୁଲିସ । 

    Maximum 500 characters

    ତାଜା ଖବର View all

    Find Us on Facebook