Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗିନିସ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି ଶ୍ରୀରାମଚରିତମାନସ

    Share on :
    ajab-Image
    Date: May 26, 2023    Views: 3890

    ବାରାଣସୀ: ବାରାଣସୀର ଡ ଜଗଦୀଶ ପିଲାଇ ଶ୍ରୀରାମଚରିତମାନସକୁ ୧୩୮ ଘଣ୍ଟା ୪୧ ମିନିଟ୍‌ ଓ ୨ ସେକେଣ୍ଡରେ ଗାଇ ବିଶ୍ବର ଦୀର୍ଘତମ ଗୀତ ଗାଇବାରେ ଗିନିସ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି। ଶ୍ରୀରାମଚରିତମାନସ ମଧ୍ୟ ବିଶ୍ବର ଦୀର୍ଘତମ ଗୀତର ମାନ୍ୟତା ପାଇଛି। ଦୀର୍ଘ ପାଞ୍ଚବର୍ଷ ଧରି ବିଶ୍ବର ୧୦୦ରୁ ଅଧିକ ଅଫିସିଆଲ ଅଡିଓ ଚାନେଲରେ ଶ୍ରୀରାମଚରିତମାନସ ଗାଇବା ପରେ ଡ ପିଲାଇ ଗିନିସ ବୁକ୍‌ରେ ନିଜର ନାମ ପଞ୍ଜୀକୃତ କରିପାରିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook