Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଲମ୍ବା ସମୟ ପର୍ୟ୍ୟନ୍ତ ଶାରୀରିକ ସମ୍ପର୍କ ପାଇଁ ସେବନ କରନ୍ତୁ ଏହି ୩ଟି ଜିନିଷ

    Share on :
    ajab-Image
    Date: Mar 23, 2026    Views: 3432

    ଆଜିକାଲି ବିଭିନ୍ନ ପ୍ରକାର ରୋଗ ମଣିଷ​‌ ଦେହରେ ଦେଖିବାକୁ ମିଳୁଛି। ଯେଉଁ କାରଣରୁ ବ୍ୟକ୍ତି ଦୁର୍ବଳ ହେବାକୁ ବାଧ୍ୟ ହୁଏ। ମୁଖ୍ୟତଃ ଶାରୀରିକ ​କ୍ଷେତ୍ରରେ ଅଧିକ ଦୁର୍ବଳ ହୋଇଯାଏ। ଫଳରେ ଥକ୍କା ବଢ଼ିବା ସହିତ ଚିଡଚିଡ଼ା ଅଧିକ ଲାଗିଥାଏ। ଫଳରେ କାମ କରିବାକୁ ବି ଇଚ୍ଛା ହୁଏ ନାହିଁ। ଏହାର ମୁଖ୍ୟ କାରଣ ହେଉଛି, ପ୍ରଦୂଷଣ, ବଦଳୁଥିବା ଜୀବନଶୈଳୀ, ଶରୀର ପ୍ରତି ଧ୍ୟାନ ନଦେବା, ଜଙ୍କ୍ ଫୁଡ଼ ଖାଇବା, ନିୟମିତ ବ୍ୟାୟାମ ନ କରିବା ଇତ୍ୟାଦି। ଯେଉଁ କାରଣରୁ ବ୍ୟକ୍ତି ଶାରୀରିକ ରୂପରେ ଦୁର୍ବଳ ହୋଇପଡ଼େ। ଆଉ ଯେଉଁମାନେ ବିବାହିତ ସେମାନଙ୍କ ଉପରେ ପ୍ରଭାବ ଅଧିକ ପଡ଼ିଥାଏ। ଏଥିରେ ସମ୍ପର୍କ ମଧ୍ୟ ଖରାପ ହୋଇଯାଏ।


    ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ସେବନ କଲେ ଆପଣ ଲମ୍ବା ସମୟ ପର୍ୟ୍ୟନ୍ତ ନିଜ ପାର୍ଟନର ଶାରୀରିକ ସମ୍ପର୍କ ରଖିପାରିବେ। ଏଥିରେ କୈାଣସି ଅସୁବିଧା ହେବ ନାହିଁ।


    ଯଦି ପୁରୁଷମାନେ ପ୍ରତିଦିନ ସକାଳୁ ତୁଳସୀ ଓ ମହୁର ସେବନ କରିବେ ତେବେ ଶାରୀରିକ ଶକ୍ତି ବଢ଼ିଥାଏ। ତଥା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ମହବୁତ ହୋଇଥାଏ। ଏହା ବ୍ୟତୀତ ପୁରୁଷମାନଙ୍କର ଶକ୍ତି ମଧ୍ୟ ବଢ଼ିଥାଏ ଏବଂ ସେ ନିଜ ଜୀବନରେ ଆନନ୍ଦ ନେଇପାରିବେ।


    ଯଦି ଆପଣ ସବୁଜ ଅଳେଇଚକୁ ସେବନ କରୁଛନ୍ତି ତେବେ ସେମାନଙ୍କର ଟେଷ୍ଟୋଷ୍ଟେରୋନ୍ ହର୍ମୋନର ସ୍ତର ବହୁତ ଶୀଘ୍ର ବଢ଼ିଥାଏ।


    ଯଦି ଆପଣ ଲମ୍ବା ସମୟ ପର୍ୟ୍ୟନ୍ତ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ତେବେ ରସୁଣ ଏବଂ ମହୁ ସେବନ କରନ୍ତୁ। ଏଥିରେ ବହୁ ପ୍ରକାର ପୋଷକ ତତ୍ତ୍ବ ରହିଥାଏ। ଯାହା ପୁରୁଷଙ୍କୁ ଦୁର୍ବଳ କରାଇବ ନାହିଁ।

    Maximum 500 characters

    ବିଶେଷ View all

    Find Us on Facebook