Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶାଶ୍ବତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ

    Share on :
    ajab-Image
    Date: Jun 30, 2025    Views: 2779

    ଭୁବନେଶ୍ବର: ବରିଷ୍ଠ ଆଇଏଏସ ଶାଶ୍ବତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ କରାଯାଇଛି। ଏନେଇ ରବିବାର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

    ୧୯୯୬ ବ୍ୟାଚର ଓଡ଼ିଶା କ୍ୟାଡର ଏହି ବରିଷ୍ଠ ଆଇଏଏସ ବର୍ତ୍ତମାନ ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ ଓଊଉଙ ଅଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ତେବେ ନୂଆ ସହ ପୁରୁଣା ଦାୟିତ୍ୱରେ ମଧ୍ୟ ରହିବେ ଶାଶ୍ବତ ମିଶ୍ର। 

    Maximum 500 characters

    ରାଜନୀତି View all

    Find Us on Facebook