Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ଚତୁରୀ ସାରା

    Share on :
    ajab-Image
    Date: Oct 15, 2022    Views: 3725

    କଫି ୱିଥ କରନ୍ କାର୍ଯ୍ୟକ୍ରମର ଗୋଟିଏ ଭାଗରେ ସାରା ଅଲୀ ଖାନ ଓ ତାଙ୍କ ଘନିଷ୍ଠ ବାନ୍ଧବୀ ଜାହ୍ନବୀ କପୁର ଉପସ୍ଥିତ ଥିଲା । ସାରାଙ୍କୁ ଯେତେବେଳେ ତାଙ୍କୁ ପ୍ରେମସମ୍ପର୍କ ବିଷୟରେ ପଚରାଗଲା, ପ୍ରେମଠାରୁ  ସେ ଏବେ ବହୁ ଦୂରରେ ବୋଲି କହି ଏକଥାକୁ ଏଡାଇଥିଲା । ତାଙ୍କର ଏକମାତ୍ର ଲକ୍ଷ୍ୟ କ୍ୟାରିୟରେ ଏବେ କେମିତି ଆଗକୁ ବଢିବେ । ସେଥିପାଇଁ ଅନ୍ୟ ସହ କଳାକାରଙ୍କ ସାଙ୍ଗରେ ସେ ବନ୍ଧୁତା କରିବାକୁ ମଧ୍ୟ ରାଜିନୁହନ୍ତି । ଏତେ ସବୁବଡ ବଡ କଥା କହୁଥିବା ସାରା କିନ୍ତୁ ସମସ୍ତଙ୍କ ଆଢୁଆଳରେ ତାଙ୍କର ସମ୍ପର୍କକୁ ଲୁଚାଉଛନ୍ତି । ଜଣେ କ୍ରିକେଟ ତାରକାଙ୍କ ସହ ସେ କିଛି ଦିନ ତଳେ ସେ ମୁମ୍ବାଇସ୍ଥିତ ଏକ ରେସ୍ତୋରାଁରେ ଦେଖାଯାଇଥିଲେ । ଏବେ ପୁଣି ଥରେ ଦୁହେଁ ଗୋଟାଏ ହୋଟେଲରେ ରହି ନିଦ୍ଧିଷ୍ଟ ବିମାନରେ ମୁମ୍ବାଇକୁ ଫେରିଥିଲେ । ଆଗ ଭଳି ସାରା ତାଙ୍କ ସମ୍ପର୍କ ବିଷୟରେ ସମସ୍ତଙ୍କୁ  କହୁନାହାନ୍ତି । ସତରେ ସାରା ଚତୁରୀ ହୋଇଗଲେଣି । 

    Maximum 500 characters

    ସିନେମା View all

    Find Us on Facebook