Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସମ୍ବଲପୁରୀ ଦିନ୍: ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ

    Share on :
    ajab-Image
    Date: Aug 1, 2026    Views: 2838

    ଭୁବନେଶ୍ବର: ଆଜି ହେଉଛି ସମ୍ବଲପୁରୀ ଦିନ୍। ଏହି ଅବସରରେଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପତି ଶୁଭେଚ୍ଛା ଜଣାଇଛନ୍ତି।ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି କହିଛନ୍ତି, ସମ୍ବଲପୁରୀ ଦିନ ଅଗଷ୍ଟ ୧ ତାରିଖ ଉଧେ ମୁଇଁ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାବାସୀଙ୍କୁ ଇ ମହାନ୍ ପରମ୍ପରା, ଲୋକଗୀତ, ଲୋକନାଚ, ଭାଷା ସଂସ୍କୃତି ର ଉତ୍ତରୋତ୍ତର ସମୃଦ୍ଧି କାମନା କରିକରି ଶୁଭେଚ୍ଛା ଜ୍ଞାପନ କରୁଛେଁ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook