Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମେସିଙ୍କୁ ଭେଟିଲେ ଶାହାରୁଖ

    Share on :
    ajab-Image
    Date: Dec 13, 2025    Views: 2640

    ନୂଆଦିଲ୍ଲୀ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି ୧୪ବର୍ଷ ପରେ ଭାରତ ଆସିଛନ୍ତି । ଭାରତ ଆସି କଲକାତାରେ ପହଂଚିବା ପରେ ମେସିଙ୍କ ଭବ୍ୟ ସ୍ୱାଗତ କରାଯାଇଥିଲା । ମେସି ଆଜି କଲକାତାରେ ୭୦ଫୁଟର ଏକ ଷ୍ଟାଚ୍ୟୁକୁ ଉନ୍ମୋଚନ କରିଛନ୍ତି । ଏହି ସମୟରେ ଶାହାରୁଖ ଏହି କାର୍ୟ୍ୟରେ ସାମିଲ ହୋଇ ମେସିଙ୍କୁ ଭେଟିଛନ୍ତି । ଯେତେବେଳେ ଶାହାରୁଖ ମେସିଙ୍କୁ ସାକ୍ଷାତ କରିଥିଲେ ତାଙ୍କ ସହ ସାନ ପୁଅ ଅବରାମ ଖାନ ମଧ୍ୟ ରହିଥିଲେ । ଲିଓନେଲ ମେସିଙ୍କୁ ଭେଟି ଶାହାରୁଖଙ୍କ ପୁଅ ବେଶ ଖୁସି ଅନୁଭବ କରିବାର ନଜର ଆସିଥିଲେ । ଶାହାରୁଖ ମଧ୍ୟ ମେସିଙ୍କୁ ଭେଟି ବେଶ ବ୍ୟକ୍ତ କରିଛନ୍ତି । ମେସି ଓ ଶାହାରୁଖଙ୍କୁ ଗୋଟିଏ ମଞ୍ଚରେ ଦେଖିବା ପ୍ୟାନ୍ସଙ୍କ ପାଇଁ ଯେଭଳି ସ୍ୱପ୍ନ ଥିଲା ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook