Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରୁପା ମିଶ୍ରଙ୍କୁ କେନ୍ଦ୍ରରେ ନିଯୁକ୍ତି

    Share on :
    ajab-Image
    Date: Jan 25, 2020    Views: 29338

    ନୂଆଦିଲ୍ଲୀ : ୨୦୦୪ ବ୍ୟାଚ୍ ଆଇଏଏସ୍ ଅଫିସର ରୁପା ମିଶ୍ରଙ୍କୁ କେନ୍ଦ୍ରରେ ନିଯୁକ୍ତି ମିଳିଛି । ପାନୀୟ ଜଳ ଓ ପରିମଳ ବିଭାଗରେ ନିର୍ଦେଶିକା ଭାବେ ସେ କାର୍ଯ୍ୟ କରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ମିକ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ନିର୍ଦେଶନାମା ଜାରି କରିବା ସହିତ ତାଙ୍କୁ ତୁରନ୍ତ ଦାୟିତ୍ୱ ମୁକ୍ତ କରିବା ଲାଗି ମୁଖ୍ୟ ସଚିବଙ୍କୁ ଜଣାଇଛନ୍ତି । ରୁପା ମିଶ୍ର ପାଞ୍ଚ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନ୍ରେ ଯିବେ । ସୂଚନାଯୋଗ୍ୟଯେ, ଜଣେ ଦକ୍ଷ ଆଇଏଏସ ଅଫିସର ଭାବେ ତାଙ୍କର ସୁଖ୍ୟାତି ରହିଛି  । ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସେ କାର୍ଯ୍ୟକାରୀ ଉଚ୍ଚପ୍ରଶଂସିତ ହୋଇଛନ୍ତି  ।

    ">
    Loading...

    Maximum 500 characters

    ତାଜା ଖବର View all

    Find Us on Facebook