Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପଞ୍ଜାବକୁ ହରାଇ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

    Share on :
    ajab-Image
    Date: May 30, 2025    Views: 3278

    ଚଣ୍ଡୀଗଡ଼ : ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଇଥିବା IPL ୨୦୨୫ର ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପଞ୍ଜାବ କିଙ୍ଗ୍ସ (PBKS) ବିପକ୍ଷରେ ୮ ଉଇକେଟରେ ବିଜୟୀ ହୋଇ ଚତୁର୍ଥ ଥର ପାଇଁ IPL ଫାଇନାଲରେ ପ୍ରବେଶ କରିଛି। ୨୦୧୬ ପରେ ଏହା ହେଉଛି (RCB) ର ପ୍ରଥମ ଫାଇନାଲ। ପଞ୍ଜାବ ମାତ୍ର ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ ହେବା ପରେ  (RCB) ମାତ୍ର ୧୦ ଓଭରରେ ଏହି ଟାର୍ଗେଟ ହାସଲ କରି ନେଇଥିଲା।

     

    Maximum 500 characters

    ଖେଳ ଖବର View all

    Find Us on Facebook