Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସମୂହ ଛୁଟିରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା

    Share on :
    ajab-Image
    Date: Aug 28, 2026    Views: 3325

    ଥମୁନି ରେଭେନ୍ସା ବିଶ୍ଵବିଦ୍ୟାଳୟ ବିବାଦ। ସମୂହ ଛୁଟିରେ ରେଭେନ୍ସା ବିଶ୍ବବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟାପିକା। ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷକ ସଂଘ (ରୁଟା) ପକ୍ଷରୁ ସମୂହ ପ୍ରତିବାଦ କରାଯାଉଛି। କୁଳପତିଙ୍କ ଅଫିସ୍  ଆଗରେ କଳା ବ୍ୟାଜ୍ ପିନ୍ଧି ଧାରଣା ସହ ବିକ୍ଷୋଭ କରୁଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା। ରାଜନୈତିକ ଚାପରୁ ରେଭେନ୍ସା କ୍ୟାମ୍ପସ୍ କୁ ଦୂରେଇ ରଖିବା ଏବଂ ରେଭେନ୍ସା କ୍ୟାମ୍ପସ୍ ରେ ସମ୍ମାନର ସହ କାର୍ଯ୍ୟ କରିବାକୁ ସୁଯୋଗ ଦାବି ହୋଇଛି। ରେଭେନ୍ସା କର୍ତ୍ତୃପକ୍ଷ ଦାବିକୁ ଅଣଦେଖା କରି ନୀରବ ରହୁଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ସଂଘ। 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook