Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ

    Share on :
    ajab-Image
    Date: Jun 9, 2025    Views: 3572

    ପୁରୀ: ସୋମବାର  ଆଇନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌର ସଦନରେ ଆଇନମନ୍ତ୍ରୀ ପୃଥ୍ୱୀରାଗ ହରିଚନ୍ଦନଙ୍କ ଅଧ୍ୟକ୍ଷାରେ ବୈଠକ ଅନୁଷ୍ଠିତ ହେବ । ଏଥିରେ ବିଭାଗୀୟ ଅଧିକାରୀମାନେ ରଥଯାତ୍ରା ପ୍ଲାନ ନେଇ ରିପୋର୍ଟ ଦେବେ । ରାସ୍ତାଘାଟ, ପରିମଳ, ବିଜୁଳି, ସ୍ୱାସ୍ଥ୍ୟ ପରୀକ୍ଷା, ରେଳ ଚଳାଚଳ ନେଇ ବୈଠକରେ ଆଲୋଚନା ହେବ । ଚଳିତ ଥର ରଥଯାତ୍ରା କିପରି ଶୃଙ୍ଖଳିତ ହୋଇପାରିବ, ନୀତିକାନ୍ତି, ଭକ୍ତଙ୍କ ଦର୍ଶନ, ଆଇନଶୃଙ୍ଖଳା ବ୍ୟବସ୍ଥା ଏସବୁ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ । ପ୍ରଥମ ରଥ ସମନ୍ୱୟ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ନେଇ ହୋହଲ୍ଲା ହୋଇଥିଲା ।

    Maximum 500 characters

    ତାଜା ଖବର View all

    Find Us on Facebook