Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କଡାଯାଉଛି ରାମୁ ହାତୀର କଙ୍କାଳ

    Share on :
    ajab-Image
    Date: Dec 13, 2025    Views: 3559

    ଭୁବନେଶ୍ୱର: ଅମର ରହିବ ରାମୁ ହାତୀ । ସଂରକ୍ଷିତ ରହିବ ରାମୁ ହାତୀର କଙ୍କାଳ । ଏଥିପାଇଁ ଆଜି ମାଟି ତଳୁ ମୃତ ରାମୁ ହାତୀର କଙ୍କାଳ ଖୋଳାଯାଉଛି । ରାମୁ ହାତୀକୁ ଭୁବନେଶ୍ୱର ଭରତପୁର ଜଙ୍ଗଲରେ ପୋତା ଯାଇଥିଲା । ଆଜି ତାହାକୁ ଜେସିବି ମେସିନ ସାହାଯ୍ୟରେ ଖୋଳି କଡାଯାଉଛି । ପ୍ରାଣୀ ବିଜ୍ଞାନୀ ଡ.ଶିବପ୍ରସାଦ ପରିଡାଙ୍କ ନେତୃତ୍ୱରେ ୨୫ ଜଣିଆ ଟିମ୍‌ ସାମିଲ ହୋଇଛନ୍ତି । ଗୋଡିବାରି ପ୍ରକୃତି ନିବାସରେ ସଂରକ୍ଷିତ ରଖାଯିବ ରାମୁର କଙ୍କାଳ । ଗତ ୨୦୨୪ ମସିହା ଅଗଷ୍ଟ ୧୯ରେ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିଲା ରାମୁ । ଚନ୍ଦକା-ଡମପଡା ଅଭୟାରଣ୍ୟର ସବୁଠୁ ବଡ ଓ ବୟସ୍କ ହାତୀ ଥିଲା ରାମୁ ।

    Maximum 500 characters

    ତାଜା ଖବର View all

    Find Us on Facebook