Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟସଭା : ଦ୍ବିତୀୟ ଆସନ ପାଇଁ ନିଷ୍ପତ୍ତି ନିଆଯିବ- ପ୍ରଶାନ୍ତ ମୁଦୁଲି

    Share on :
    ajab-Image
    Date: Jan 24, 2026    Views: 2596

    ଭୁବନେଶ୍ବର : ସବୁଠି ଗୋଟିଏ ଚର୍ଚ୍ଚା କିଏ ଯିବେ ରାଜ୍ୟସଭା । ଖାଲି ପଡ଼ିବ ୪ ଆସନ । ଯେଉଁଥିରେ ବିଜେପି ୨ଟି ଏବଂ ବିଜେଡି ଜଣେ ପ୍ରାର୍ଥୀ ଦେବ । ତେବେ ଚତୁର୍ଥ ଆସନ ପାଇଁ କଣ ହେବ ବୁଝାମଣା ଏବେ ଏହାକୁ ନେଇ ରାଜନୈତିକ ହାଇଡ୍ରାମା ଆରମ୍ଭ ହୋଇଛି । ତେବେ ରାଜ୍ୟସଭା ଅଙ୍କ ଭିତରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି । ସେ କହିଛନ୍ତି କି, ଖାଲି ପଡ଼ିଥିବା ୪ ଆସନରୁ ବିଜେଡି ଗୋଟିଏ ନେବା ନିଶ୍ଚିତ । ତେବେ ଦ୍ବିତୀୟ ଆସନ ପାଇଁ ନିଷ୍ପତ୍ତି ନିଆଯିବ । ଯାହାକି ଆଲୋଚନା ସ୍ତରରେ ଅଛି । ଆମ ନେତା ନବୀନ ପଟ୍ଟନାୟକ ଠିକ୍ ସମୟରେ ନିଷ୍ପତ୍ତି ନେବେ । ରାଜ୍ୟସଭା ଯିବା ପାଇଁ ଯେଉଁ ମାନଦଣ୍ଡ ଅଛି ସେଥିରେ ଅନେକ ନେତା ରହିଛନ୍ତି । ମାତ୍ର ଆମ ଦଳର ସୁପ୍ରିମୋ ଏହା ଉପରେ ନିଷ୍ପତ୍ତି ନେବେ ।

     

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook