Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୨୯ରେ ପୁଣି ଲଘୁଚାପ

    Share on :
    ajab-Image
    Date: Nov 25, 2021    Views: 3285

    ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ । ବର୍ଷାର ବିପôାତରେ ହନ୍ତସନ୍ତ ହେଉଛନ୍ତି ଜନଜୀବନ । ଏହି ଲଘୁଚାପ ବର୍ଷା ମଧ୍ୟ ଅନେକ ଜୀବନ ନେଲାଣି । ଏଥିପାଇଁ ବିଲରେ ଭାସୁଥିବା ପାଚିଲା ଧାନକୁ ଦେଖି ଚିନ୍ତାରେ ଚାଷୀ ।

    ଏହାରି ଭିତରେ ପୁଣି ୨୯ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।  ଏହି ଲଘୁଚାପ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ବୋଲି ଚେନ୍ନାଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । 

    Maximum 500 characters

    ତାଜା ଖବର View all

    Find Us on Facebook