ମୁଖ୍ୟ ଖବର
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ହାତାହାତି ଘଟଣାରେ ଆକ୍ସନ୍। ବରିଷ୍ଠ ସେବାୟତ ନାରାୟଣ ମେକାପ ନିଲମ୍ବିତ କଲା ଶ୍ରୀମନ୍ଦିର ପ୍ରଶାସନ। ସେବା ଖଟିବା ବିବାଦକୁ ନେଇ ଭଣ୍ଡାର ମେକାପ ମଧୁସୂଦନ ମେକାପ (କୁନିପୁଅ) ଓ ପୁତୁରା ନାରାୟଣ ମେକାପ (କିଷନ)ଙ୍କ ମଧ୍ୟରେ ହାତାହାତି ଏବଂ ପାଟିତୁଣ୍ଡ ହୋଇଥିଲା । ପ୍ରାଶାସନିକ ଅଧିକାରୀ ଓ ପୁଲିସର ହସ୍ତକ୍ଷେପ ପରେ ବନ୍ଦ ହୋଇଥିଲା ବଚସା।
Comments ସମସ୍ତ ମତାମତ