Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ

    Share on :
    ajab-Image
    Date: Apr 8, 2026    Views: 2691

    ପୁରୀ:ଛତିଶା ନିଯୋଗ ବୈଠକରେ ଅକ୍ଷୟ ତୃତୀୟା ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ କରାଯାଇଛି। ଅକ୍ଷୟ ତୃତୀୟା ଦିନ ଅପରାହ୍ମ ୩ଟାରେ ଦ୍ଵାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା । ଅପରାହ୍ମ ୩ଟା୩୦ ରେ ଠାକୁରଙ୍କ  ଦିଅଁ ବିଜେ । ପରେ ୪ଟାରେ ରଥ ଆଜ୍ଞାମାଳ ବିଜେ। ରାତି ୧୦ଟାରେ ଚନ୍ଦନ ଠାକୁର ବାହୁଡା ବିଜେ ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ।

    Maximum 500 characters

    ତାଜା ଖବର View all

    Find Us on Facebook