Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

    Share on :
    ajab-Image
    Date: Jan 21, 2026    Views: 3091

    ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି। ଅବକାଶ ପୂଜା ଶେଷ ପରେ ମହାସ୍ନାନ ନୀତି ଆରମ୍ଭ ହେବ। ବଡ଼ ମହାସ୍ନାନ ନୀତି ଯୋଗୁଁ ବନ୍ଦ ରହିଛି ସାଧାରଣ ଦର୍ଶନ।ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି। ଅବକାଶ ପୂଜା ଶେଷ ପରେ ମହାସ୍ନାନ ନୀତି ଆରମ୍ଭ ହେବ। ବଡ଼ ମହାସ୍ନାନ ନୀତି ଯୋଗୁ ସାଧାରଣ ଦର୍ଶନ ବନ୍ଦ ରହିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook