Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୧୨ରେ ଉତକ୍ଷେପଣ ହେବ PSLV C-62 ରକେଟ୍

    Share on :
    ajab-Image
    Date: Jan 7, 2026    Views: 3166

     ପୁଣି ଇତିହାସ ରଚିବ ଭାରତ । ଜାନୁଆରୀ ୧୨ ତାରିଖରେ ଉତକ୍ଷେପଣ ହେବ PSLV C-62 ରକେଟ୍ । ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ପ୍ରଥମ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO । ଏହା ISROର ୧୦୧ ତମ କକ୍ଷପଥ ମିଶନ । ଏହି ରକେଟରେ ୧୯ଟି ଉପଗ୍ରହ ମହାକାଶକୁ ପଠାଯିବ । ଏଥିରେ ରହିଛି ଭାରତର ପେଲୋଡ୍ EOS N1 । ଏହାକୁ ଅନବେଶା ମଧ୍ୟ କୁହାଯାଏ । ଏହାଦ୍ବାରା ମହାକାଶ ଉପରୁ ଭାରତ ଉପରେ ନଜର ରଖାଯିବ । ଏହା ଏକ ଗୁପ୍ତଚର କ୍ୟାମେରା । ଏହାକୁ ଡିଆଡିଓ ଡିଜାଇନ୍ କରିଥିବା ସୂଚନା ରହିଛି । ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ର ଉପରେ ଏବେ ସାରା ଦେଶର ଫୋକସ ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook