Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାଦାମପାହାଡ-ଟାଟାନଗର ମେମୁ ଟ୍ରେନ୍‌‌ର ଶୁଭାରମ୍ଭ କଲେ ରାଷ୍ଟ୍ରପତି

    Share on :
    ajab-Image
    Date: Nov 21, 2023    Views: 3450

    ମୟୁରଭଞ୍ଜ: ବାଦାମପାହାଡ-ଟାଟାନଗର ମେମୁ ଟ୍ରେନ୍‌‌ର ମଙ୍ଗଳବାର ପୂର୍ବାହ୍ନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭାରମ୍ଭ କରିଛନ୍ତି। ସମାରୋହରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ରହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ରହିଛନ୍ତି।
    ରାଷ୍ଟ୍ରପତି ବାଦାମପାହାଡ଼ ଷ୍ଟେସନରୁ ୩ଟି ନୂତନ ଟ୍ରେନର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଶାଲିମାର – ବାଦାମପାହାଡ଼ ଏକ୍ସପ୍ରେସରେ ବାଦାମପାହାଡ଼ଠାରୁ ରାଇରଙ୍ଗପୁର ପର୍ୟ୍ୟନ୍ତ ଯାତ୍ରା କରିବା ସହ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଦ୍ରେୀପଦୀ ମୁର୍ମୁ ଆଜି ପାହାଡପୁରଠାରେ ଦକ୍ଷତା ବିକାଶ କେନ୍ଦ୍ରର ଉଦ୍ଘାଟନ କରିବେ।

    Maximum 500 characters

    ତାଜା ଖବର View all

    Find Us on Facebook