Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଅପମାନର ପ୍ରତିଶୋଧ ନେଲା ସୌଭିକ:ପ୍ରଭାତ ବିଶ୍ୱାଳ

    Share on :
    ajab-Image
    Date: Mar 21, 2026    Views: 2333

    ଭୁବନେଶ୍ୱର: ବିଜେଡି ବିଧାୟକ ସୌଭିକ ବିଶ୍ୱାଳ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବାପା ପ୍ରଭାତ ବିଶ୍ୱାଳ। ପୁଅ କିମ୍ବା ସେ ମତଦାନ ପାଇଁ ଗୋଟିଏ ଟଙ୍କା ବି ନେଇ ନଥିବା କହିଲେ ପ୍ରଭାତ ।

    ରାଜ୍ୟସଭା ନିର୍ବାଚନ ପୂର୍ବରୁ ନବୀନ ନିବାସରେ ତାଙ୍କୁ ଅପମାନିତ କରାଯାଇଥିଲା ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ ।  ସଵୁ ବିଧାୟକଙ୍କ ସାମ୍ନାରେ ଅପମାନିତ କରାଯାଇଥିଲା ।  ସେହି ଅପମାନର ପ୍ରତିଶୋଧ ନେଲା ପୁଅ ସୌଭିକ ।  ମୋର ଓ ପୁଅର ରାଜନୈତିକ ଭବିଷ୍ୟତ  ଚୌଦ୍ୱାର କଟକ ଭୋଟର ନିର୍ଦ୍ଧାରଣ କରିଵେ ବୋଲି ସେ କହିଛନ୍ତି। ଏଥିସହ ସଂତୃପ୍ତ ମିଶ୍ର ଟ୍ରଷ୍ଟ ସମ୍ପର୍କରେ ମିଛ କହିଥିଲେ ବୋଲି କହିଛନ୍ତି। ଆଜି ନବୀନ ଏଭଳି ଟ୍ରଷ୍ଟ ଗଠନ ସମ୍ପର୍କରେ ସ୍ବୀକାର କରିଛନ୍ତି। ଦଳ ପାଇଁ ଅନେକ ରାତି ଅନିଦ୍ରା ହୋଇଛି ବୋଲି କହିଛନ୍ତି ପ୍ରଭାତ ବିଶ୍ୱାଳ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook