Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିରୋଧୀଙ୍କୁ ଆମେ ସଠିକ ଭାବେ ମୁକାବିଲା କରିବୁ : ସରକାରୀ ଦଳ ମୁଖ୍ୟ ସଚେତକ

    Share on :
    ajab-Image
    Date: Sep 22, 2023    Views: 2907

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ପରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇତିହାସ ସୃଷ୍ଟି ହୋଇଛି ପ୍ରଥମ ଥର ମହିଳା ବାଚସ୍ପତି ହୋଇଛନ୍ତି। ତେଣୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ। ସମସ୍ତେ ଏହାକୁ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ବି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଆହୁରି କହିଛନ୍ତି, ପ୍ରସଙ୍ଗ ନେଇ ବିରୋଧୀ ଆସିବେ, ଆମେ ସଠିକ ଭାବେ ତାକୁ ମୁକାବିଲା କରିବୁ। ବିକାଶ ଆମ ପ୍ରମୁଖ ମୁଦ୍ଦା, ବିକାଶ ନେଇ ନେଇ ପ୍ରଶ୍ନର ଉତ୍ତର ରହିବ। ବିଧାନସଭା ଚାଲିବା ବେଳେ ଯାହା ପ୍ରଶ୍ନ ଆସିବ, ଜବାବ ଦିଆଯିବ। ଆଜି ଅପରାହ୍ନ ଚାରିଟାରେ ସର୍ବଦଳୀୟ ବୈଠକ ବସିବ ଏବଂ ପାଞ୍ଚଟାରେ ୨୦୨୩-୨୪ ଲାଗି ଅତିରିକ୍ତ ବଜେଟ ଆଗତ ହେବ। 

    Maximum 500 characters

    ରାଜନୀତି View all

    Find Us on Facebook