Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପ୍ରସନ୍ନ ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍ ହ୍ୟାକ୍

    Share on :
    ajab-Image
    Date: Sep 5, 2026    Views: 2931

    ଭୁବନେଶ୍ବର: ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଫୋନ୍ / ହ୍ୱାଟ୍ସଆପ୍ ହ୍ୟାକ୍ ହୋଇଯାଇଛି। ସୋସିଆଲ ମିଡିଆରେ ଆଚାର୍ଯ୍ୟ ଏ ନେଇ ଜଣାଇଛନ୍ତି। ତାଙ୍କ ନମ୍ବରୁ ଆସୁଥିବା ଟଙ୍କା କିମ୍ବା ସାହାଯ୍ୟ ମାଗୁଥିବା କୌଣସି ଅନୁରୋଧକୁ ଗ୍ରହଣ ନ କରିବା ପାଇଁ ଆଚାର୍ଯ୍ୟ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯାଉଛି ଏବଂ ତାଙ୍କ ନମ୍ବର / ହ୍ୱାଟ୍ସଆପରୁ ଆସୁଥିବା କୌଣସି ସନ୍ଦେହଜନକ ମେସେଜର ଉତ୍ତର ନ ଦେବା ଦିଅନ୍ତୁ ନାହିଁ କିମ୍ବା ସେଥିରେ ଜଡ଼ିତ ନ ହେବା ପାଇଁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଥାଉକି, ଶୁକ୍ରବାର ମୋବାଇଲ ନମ୍ବର 70081 30533ରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମରେ ଏକ ମ୍ୟାସେଜ୍  ଲେଖା ହୋଇ ଅନେକ ଲୋକଙ୍କ ପାଖକୁ ମ୍ୟାସେଜ ଆସିଛି ଏବଂ ଏହା ଚର୍ଚ୍ଚାର ବିଷୟ ହୋଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook