Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିବାହ ବନ୍ଧନରେ ବାନ୍ଧି ହେବେ ଓଡିଶାର ଲୋକପ୍ରିୟ ଅଭିନେତା ପ୍ରଜ୍ଞା

    Share on :
    ajab-Image
    Date: Jan 15, 2022    Views: 4066

    ଭୁବନେଶ୍ୱର: ଓଲିଉଡ ପାଇଁ ଖୁସି ଖବର । ଓଡିଶାର ଜଣାଶୁଣା ହାସ୍ୟ ଅଭିନେତା ପ୍ରଜ୍ଞା, ଯାହାଙ୍କ ପାଟିରୁ କଥା ବାହାରିଲେ ଲୋକଙ୍କ ମୁହଁରେ ହସ ଫୁଟେ । ସେ ନିଜର  କଳା ମାଧ୍ୟମରେରେ ବାନ୍ଧି ରଖିଛନ୍ତି ସାରା ଓଡିଶାକୁ ।
     ଅନେକ ଓଡିଆ ଫିଲ୍ମ ଓ ଶୋ’ରେ ନିଖୁଣ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରିଛନ୍ତି ସେ । ଏହା ବାଦ୍ ସେ ଜଣେ ସ୍ନେହୀ ଓ ମିଷ୍ଠ ଭାଷି ମଣିଷ । 
    ତେବେ ଚଳିତ ମାସରେ ପ୍ରଜ୍ଞାଙ୍କ ଘରେ ବାଜିବ ସାହାନାଇ । ପ୍ରଜ୍ଞାଙ୍କର ପଡିବ ହାତ  ଗଣ୍ଠି । ହାତକୁ ଦିହାତ ହେବେ  ଓଡିଶାର ଲୋକପ୍ରିୟ ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ । କିନ୍ତୁ କରୋନା ସମୟରେ ପ୍ରଜ୍ଞା ବିବାହ ପାଇଁ କାହିଁକି ନିଷ୍ପତ୍ତି ନେଲେ, ଏନେଇ ତାଙ୍କ  ଫ୍ୟାନ୍ସ ମାନଙ୍କ ମନରେ ପ୍ରଶ୍ନ ଉଠିଛି ।   

     

    Maximum 500 characters

    ତାଜା ଖବର View all

    Find Us on Facebook