Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କେଉଁ ନେତା ହେଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

    Share on :
    ajab-Image
    Date: Sep 23, 2022    Views: 3543

    ଭୁବନେଶ୍ୱର : ରାଜ୍ୟ ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କୁ ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଛନ୍ତି  ।
    ଅଶୋକ ଚନ୍ଦ୍ର ପଣ୍ଡା - ଅନୁଗୁଳ, ରୋହିତ ପୂଜାରୀ - ବଲାଙ୍ଗୀର, ଅନନ୍ତ ଦାସ - ବାଲେଶ୍ୱର, ଦେବେଶ ଆଚାର୍ଯ୍ୟ - ବରଗଡ଼, ବ୍ୟୋମେକେଶ ରାୟ - ଭଦ୍ରକ, ମହୀଧର ରଣା - ବୌଦ, ଡାକ୍ତର ପ୍ରମୋଦ ମଲ୍ଲିକ - କଟକ, ରାଜେନ୍ଦ୍ର ଢେ଼ାଲକିଆ - ଦେବଗଡ଼, ବାସନ୍ତୀ ହେମ୍ବ୍ରମ : ଢେଙ୍କାନାଳ, ଜଗନ୍ନାଥ ସାରକା - ଗଜପତି, ପ୍ରଫୁଲ୍ଲ ମଲ୍ଲିକ : ଗଞ୍ଜାମ, ପ୍ରମିଳା ମଲ୍ଲିକ - ଜଗତସିଂହପୁର, ସମୀର ରଞ୍ଜନ ଦାସ : ଯାଜପୁର, ପ୍ରୀତିରଞ୍ଜନ ଘଡେ଼ଇ - ଝାରସୁଗୁଡ଼ା, ନବକିଶୋର ଦାସ : କଳାହାଣ୍ଡି, ଶ୍ରୀକାନ୍ତ ସାହୁ - କନ୍ଧମାଳ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କେନ୍ଦ୍ରାପଡ଼ା, ଜଗନ୍ନାଥ ନାୟକ : କେନ୍ଦୁଝର, ରାଜେନ୍ଦ୍ର କୁମାର ସାହୁ : ଖୋର୍ଦ୍ଧା, ରଘୁରାମ ପଡ଼ାଲ - କୋରାପୁଟ, ତୁଷାରକାନ୍ତି ବେହେରା : ମାଲକାନାଗିରି, ଅଶ୍ୱିନୀ ପାତ୍ର : ମୟୂରଭଞ୍ଜ, ମନୋହର ରାନ୍ଧାରୀ : ନବରଙ୍ଗପୁର, ସତ୍ୟନାରାୟଣ ପ୍ରଧାନ : ନୟାଗଡ଼, ଟୁକୁନି ସାହୁ : ନୂଆପଡ଼ା, ନିରଞ୍ଜନ ପୂଜାରୀ : ପୁରୀ, ଅତନୁ ସବ୍ୟସାଚୀ ନାୟକ : ରାୟଗଡ଼ା, ପ୍ରତାପ କେଶରୀ ଦେବ : ସମ୍ବଲପୁର, ପ୍ରଦୀପ କୁମାର ଅମାତ : ସୁବର୍ଣ୍ଣପୁର, ଶାରଦା ପ୍ରସାଦ ନାୟକ : ସୁନ୍ଦରଗଡ଼  ।

    Maximum 500 characters

    ତାଜା ଖବର View all

    Find Us on Facebook