Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଡ଼ ଖବର : ସ୍କୁଲ ପିଲାଙ୍କ ନୂଳକୂପରେ ବିଷ

    Share on :
    ajab-Image
    Date: Dec 13, 2025    Views: 3278

    ମାଲକାନଗିରି: ସ୍କୁଲ ବୋରୱେଲରେ ବିଷ ମିଶାଯାଇଥିବା ସନେ୍ଦହ । ମାଥିଲି ବ୍ଲକ ସିନ୍ଧବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମଧ୍ୟାହ୍ନଭୋଜନବେଳେ ପାଣି ନେବା ବେଳେ ଉକ୍ତ ବୋରୱେଲରୁ ଗନ୍ଧ ସହ ଫେଣ ବାହାରିଥିଲା । ଏନେଇ ପାଚିକା ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପିଲାଙ୍କୁ ପାଣି ବ୍ୟବହାର କରିବା ପାଇଁ ମନା କରିବା ସହ ମାଥିଲି ଥାନାରେ ଏତଲା ଦେଇଛନ୍ତି । ଅନ୍ୟପକ୍ଷରେ ଜଳ ଯୋଗାଣ ବିଭାଗ ପୁଲିସ ଉପସ୍ଥିତିରେ ପାଣିର ନମୁନା ସଂଗ୍ରହ କରିଥିବା ଜଣାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook