Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    AIIMSରେ ହିନ୍ଦୀ ଗ୍ରହଣୀୟ ନୁହେଁ: ପିନାକୀ

    Share on :
    ajab-Image
    Date: Feb 22, 2020    Views: 5623

    ଭୁବନେଶ୍ୱର:  ଭୁବନେଶ୍ୱର AIIMSରେ ଅଫିସ କାର୍ଯ୍ୟରେ ହିନ୍ଦୀ  ବାଧ୍ୟତାମୂଳକ ପ୍ରସଙ୍ଗରେ  ପ୍ରତିକି୍ରୟା ରଖିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଏମ୍ସରେ ହିନ୍ଦୀ ଗ୍ରହଣୀୟ ନୁହେଁ ବୋଲି ପିନାକୀ ମିଶ୍ର କହିଛନ୍ତି ।  ଏମ୍ସରେ ହିନ୍ଦୀ ବ୍ୟବହାର ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ ।  ଏହା ଗ୍ରହଣୀୟ ନୁହେଁ । ଓଡ଼ିଶା ଲୋକେ କାହିଁକି ହିନ୍ଦୀ ଗ୍ରହଣ କରିବେ ବୋଲି ସେ ପ୍ରଶ୍ନ କରିଚନ୍ତି । ଏଥିସହ  ଏନେଇ ଆମେ AIIMS କର୍ତ୍ତୃପକ୍ଷଙ୍କୁ ଅବଗତ କରିବାକୁ ବୋଲି ଶ୍ରୀ ମିଶ୍ର କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook