Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଏହି ନିର୍ବାଚନ ଲୋକେ ଲଢିବେ:ବିଜୟ

    Share on :
    ajab-Image
    Date: Nov 6, 2023    Views: 3111

    ଭୁବନେଶ୍ୱର:  ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ବନ୍ଧୁ ମିଳନ ଉତ୍ସବ । ରବିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଯଦୁପୁର ପଞ୍ଚୟତର ମଶାକଣି ହଟେକେଶ୍ୱର ମନ୍ଦିର ପରିସରରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଉପସ୍ଥିତିରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିଲେ ତାଙ୍କର ଶତାଧିକ ସମର୍ଥକ ଓ ଶୁଭେଚ୍ଛୁ । ଏହି ଅବସରରେ ସେ କହିଛନ୍ତି, 'ଏ ନିର୍ବାଚନ ଏକ ନିର୍ଣ୍ଣାୟକ ନିର୍ବାଚନ ହେବ । ଏହା ଛୋଟିଆ ନିର୍ବାଚନ ହେବ ନାହିଁ । ଏହି ନିର୍ବାଚନ ଲୋକେ ଲଢିବେ ।'

    ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ସଂଗଠନକୁ ସୁଦୃଢ କରିବାରେ ଲାଗିପଡ଼ିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook