Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଂସଦ ଭବନକୁ ବୋମା ଧମକ !

    Share on :
    ajab-Image
    Date: Feb 9, 2026    Views: 3001

    ନୂଆଦିଲ୍ଲୀ:ସଂସଦ ଭବନକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ୧୩ ତାରିଖ ଦିନ ୧ଟା ୧୧ରେ ବିସ୍ଫୋରଣ କରାଇବାକୁ ଧମକ ଦିଆଯାଇଛି। ସଂସଦ ଭବନ ସହ ଆଉ ୯ଟି ସ୍କୁଲକୁ ବୋମା ଧମକ ବି ଆସିଛି। ଖଲିସ୍ତାନ ନାଁରେ ମେଲ୍‌ରେ ବୋମା ଧମକ ଆସିଛି। ଦିଲ୍ଲୀକୁ ଖଲିସ୍ତାନ କରିବାକୁ ମେଲ୍‌ରେ ଉଲ୍ଲେଖ ରହିଛି। ବୋମା ଧମକ ପରେ ରାଜଧାନୀ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି। ଦିଲ୍ଲୀ ପୁଲିସ, ଅଗ୍ନିଶମ ଟିମ୍, ବମ୍ ସ୍କ୍ବାଡ୍ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook