Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆଜିଠୁ କଂଗ୍ରେସର ପଦଯାତ୍ରା ଆରମ୍ଭ

    Share on :
    ajab-Image
    Date: Aug 9, 2022    Views: 4875

    ଅଗଷ୍ଟ ୯ କ୍ରାନ୍ତି ଦିବସରୁ ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ କରିଛି କଂଗ୍ରେସ । ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ନିଦେ୍ର୍ଧଶ ଅନୁଯାୟୀ ୬ ଦିନ ଧରି ରାଜ୍ୟର ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ବିଧାନସଭା କ୍ଷେତ୍ରରେ ୭୫ କି.ମିର ପଦଯାତ୍ରା ଅନୁଷ୍ଠିତ ହେବ । କଂଗ୍ରେସ କର୍ମୀ, ନେତୃବୃନ୍ଦ ଓ ଶୁଭେଚ୍ଛୁମାନେ ଏହି ପଦହାତ୍ରାରେ ସାମିଲ ହେବେ । ଏଥିପାଇଁ ପ୍ରସ୍ତୁତି ବୈଠକ ଶେଷ ହୋଇଥିବା ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଅଖିଳ ଭାରତ ଜାତୀୟ କଂଗ୍ରେସର ସଂପାଦକ ତଥା ଓଡିଶା ପ୍ରଭାରୀ ଜି.ରୁଦ୍ରଙ୍କ ବାର୍ତ୍ତା  ଅନୁସାରେ ଏହି ୭୫ କି.ମିର ପଦଯାତ୍ରାରେ ବ୍ଲକଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ଥିବା ସମସ୍ତ ନେତୃବୃନ୍ଦଙ୍କୁ ଯୋଗ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । 

    Maximum 500 characters

    ରାଜନୀତି View all

    Find Us on Facebook