Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବଡ ଖବର, ପିଭି ସିନ୍ଧୁଙ୍କୁ ସ୍ୱର୍ଣ୍ଣ

    Share on :
    ajab-Image
    Date: Aug 8, 2022    Views: 2618

    ଭୁବନେଶ୍ୱର : ରାଜ୍ୟଗୋଷ୍ଠୀ କ୍ରୀଡାରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଣ୍ଟନ୍ରେ ପିଭି ସିନ୍ଧୁ ଏହି ଗୌରବ ଆଣିଛନ୍ତି । ମହଳା ସିଙ୍ଗଲ ଫାଇନାଲରେ କାନାଡାର ଏମ.ଲିଙ୍କୁ ହରାଇ ପିଭି ସିନ୍ଧୁ ଏହି ସଫଳତା ଆଣିଛନ୍ତି । ୨୧-୧୫ ଓ ୨୧-୧୩ରେ କାନାଡର ଏମ.ଲିଙ୍କୁ ହରାଇଛନ୍ତି ସିନ୍ଧୁ  । ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ସିନ୍ଧୁଙ୍କର ପ୍ରଥମ ସ୍ୱର୍ଣ୍ଣ ପଦକ  । ପୂର୍ବରୁ ସିନ୍ଧୁ ୨୦୧୪ରେ  ବ୍ରୋଞ୍ଜ ଓ ୨୦୧୮ରେ ସେ ରୌପ୍ୟ ଜିତିଥିଲେ । ପିଭି ସିନ୍ଧୁଙ୍କ ଏହି ସଫଳତା ପରେ ଭାରତରେ ଖୁସିର ଲହରୀ ଖେଳିଯାଇଛି । 

     

    Maximum 500 characters

    ଖେଳ ଖବର View all

    Find Us on Facebook