Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚନ୍ଦ୍ରଶେଖରପୁରରେ ହେବ ଓଡିଶା ମଣ୍ଡପ:ପୃଥୀରାଜ

    Share on :
    ajab-Image
    Date: Jun 8, 2025    Views: 3379

    ଭୁବନେଶ୍ବର : ନୂଆ ଢାଞ୍ଚାରେ ତିଆରି ହେବ ଲୋକସେବା ଭବନ ଓ ବିଧାନସଭା । ପୁରୁଣା ବିଲଡିଂର ରୂପ ରେଖ ବଦଳା ଯିବା ନେଇ ବିଚାର ଚାଲିଥିବା ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। 

    ସେହିପରି ଭୁବନେଶ୍ୱରରେ ତିଆରି ହେବ ଓଡିଶା ମଣ୍ଡପ । ଚନ୍ଦ୍ରଶେଖରପୁରରେ ଜାଗା ଚି଼ହ୍ନଟ ହୋଇଛି। ଏହା ମଲ୍ଟି କନଭେନସନ ସେଣ୍ଟର ହେବ। ଲୋକଙ୍କ ରହଣି ସହ ୧୦  ହଜାର ଲୋକ ବସିବାର ସୁବିଧା ରହିବ।  ରାଜ୍ୟରେ ଡିଜାଷ୍ଟର ରିଲିଭେଣ୍ଟ ବିଲଡିଂ  ତିଆରି ହେବ ।ସମୟ ସୀମା ଭିତରେ  ସବୁ ବିଲଡିଂ କାମ ସରିବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ।  ନୂଆ ଟେକ୍ନୋଲୋଜି ଜରିଆରେ କେମିତି କମ ଖର୍ଚ୍ଚରେ ନିର୍ମାଣ ହେବ ।  ଏ ନେଇ ଓଈଉ ସହ ଆଲୋଚନା ହୋଇଛି । ନୂଆ ଇଞ୍ଜିନିୟରଙ୍କୁ ଏ ନେଇ ଟ୍ରେନିଂ ଦିଆଯିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି। 

    Maximum 500 characters

    ତାଜା ଖବର View all

    Find Us on Facebook