Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ରାଜନୀତି : କିଏ ହେଲେ କେଉଁ ଜିଲ୍ଲାର ପ୍ରଭାରୀ

    Share on :
    ajab-Image
    Date: Jul 23, 2020    Views: 3245

    ଭୁବନେଶ୍ୱର: ବିଜେପିର ନୂଆ ରାଜ୍ୟ କମିଟି ଗଠନ ପରେ ସାଂଗଠନିକ ଜିଲ୍ଲା ଗୁଡ଼ିକ ପାଇଁ ନୂଆ ପ୍ରଭାରୀ ନିଯୁକ୍ତି କରାଯାଇଛି । ରାଜ୍ୟ ସଭାପତି ସମୀର ମହାନ୍ତି ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି । ନୂଆ ପ୍ରଭାରୀମାନେ ହେଲେ ଅନୁଗୁଳ-ସୀମାଞ୍ଚଳ ଖଟେଇ, ବାଲେଶ୍ୱର-ଗୋଲକ ପ୍ରସାଦ ମହାପାତ୍ର, ବରଗଡ଼- ନାଉରୀ ନାଏକ, ବାରିପଦା-ବିଷ୍ଣୁ ସେଠୀ, ବଲାଙ୍ଗୀର-ସୁରେଶ୍ୱର ଶତପଥୀ, ଭଦ୍ରକ-କାଳନ୍ଦୀ ସାମଲ, ଭୁବନେଶ୍ୱର- ଭୁବନେଶ୍ୱର ମୋହନ ଜେନା, ବୌଦ୍ଧ-ରାମଚନ୍ଦ୍ର ମେହେର, ବଣାଇ-ବଟ୍ଟକିଶୋର ମିଶ୍ର, କଟକ ସହର- ପୃଥ୍ୱୀରାଜ ହରିଚନ୍ଦନ, କଟକ ସଦର- ଅମର ନାଏକ, ଦେବଗଡ଼- ଧୀରେନ ସେନାପତି, ଢେ଼ଙ୍କାନାଳ-ପ୍ରଭାତି ପରିଡା, ଗଜପତି-ସରୋଜ ସାବତ, ଘୁମୁସର (ଗଞ୍ଜାମ) ସୁରଥ ବିଶ୍ୱାଳ, ଯାଜପୁର-ଶାରଦା ପ୍ରସାଦ ଶତପଥୀ, ଜଗତସିଂହପୁର- ଶାରଦା ପ୍ରଧାନ, ଝାରସୁଗୁଡ଼ା-ଶଙ୍କର ଓରାମ, କଳାହାଣ୍ଡି-ରମେଶ ସାହୁ, କନ୍ଧମାଳ-ବିରଞ୍ଚି ନାରାୟଣ ତି୍ରପାଠୀ, କେନ୍ଦ୍ରାପଡ଼ା-ଯତୀନ ମହାନ୍ତି, କେନ୍ଦୁଝର-ନବୀନ ରାମ, କୋରାପୁଟ-ବଳଭଦ୍ର ମାଝୀ, ଖୋର୍ଦ୍ଧା-ଭୃଗୁ ବକ୍ସିପାତ୍ର, ମାଲକାନଗିିର-କାଳୀରାମ ମାଝୀ, ନୟାଗଡ଼-ନିରଞ୍ଜନ ମିଶ୍ର, ନବରଙ୍ଗପୁର-ମୁକେଶ ମହାଲିଙ୍ଗ, ନୂଆପଡ଼ା-ଆର୍ତ୍ତତ୍ରାଣ ମହାପାତ୍ର, ପାନପୋଷ-ରବିନାରାୟଣ ନାଏକ, ପୁରୀ-ଲେଖାଶ୍ରୀ ସାମନ୍ତସିଂହାର, ରାଇରଙ୍ଗପୁର-ମୋନ ମାଝୀ, ରାୟଗଡ଼ା-ଗୋବିନ୍ଦ ଜୈନ, ସମ୍ବଲପୁର-ଟଙ୍କଧର ତି୍ରପାଠୀ, ସୁନ୍ଦରଗଡ଼-ମୁରଲୀ କି୍ରଷ୍ଣା ଓ ସୁବର୍ଣ୍ଣପୁର-ଭବେନ୍ଦ୍ର ପଣ୍ଡା । 

    Maximum 500 characters

    ରାଜନୀତି View all

    Find Us on Facebook