Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ନୋବାକ ଜୋକୋବିଚ୍ ଜିତିଲେ ୟୁଏସ୍ ଓପନ୍ ଚାମ୍ପିଅନ୍

    Share on :
    ajab-Image
    Date: Sep 11, 2023    Views: 3749

     ନୂଆଦିଲ୍ଲୀ: ସର୍ବିଆ ଟେନିସ୍ ଖେଳାଳି ନୋବାକ୍ ଜୋକୋବିଚ୍ ରଚିଲେ ଇତିହାସ । ୟୁଏସ୍ ଓପନ୍ ୨୦୨୩ରେ ପୁରୁଷ ସିଙ୍ଗିଲ୍ସ ଟାଇଟଲ ଜିତିଲେ । ଏହା ଜୋକୋବିଚଙ୍କର ୨୪ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ । ଏହି ବିଜୟ ସହ ଜୋକୋବିଚ୍ ଓପନ୍ ଏରାରେ ସବୁଠୁ ଅଧିକ ଗ୍ରାଣ୍ଡସ୍ଲାମ କ୍ଷେତ୍ରରେ ସବୁଠୁ ଅଧିକ ଟାଇଟଲ ଜିତିବାରେ ଆଗଧାଡିର ଖେଳାଳି ହୋଇପାରିଛନ୍ତି । ସେ ମେଦଭେଦେବଙ୍କୁ ୬-୩, ୭-୬, ୬-୩ ପଏଣ୍ଟରେ ହରାଇଛନ୍ତି ।

    ଏହି ଟାଇଟଲ ଜିତି ୩୬ ବର୍ଷୀୟ ଜୋକୋବିଚ୍ ଆମେରିକାର ସେରେନା ୱିଲିୟମ୍ସଙ୍କ ରେକର୍ଡକୁ ଭାଙ୍ଗିଛନ୍ତି, ଯିଏ ୨୩ଟି ଗ୍ରାଣ୍ଡସ୍ଲାମ ଜିତିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook