Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ନିର୍ମାଲ୍ୟ ପଛର କାହାଣୀ...

    Share on :
    ajab-Image
    Date: Jun 3, 2023    Views: 2655

    ଭୁବନେଶ୍ୱର: ଯେଉଁ ନିର୍ମାଲ୍ୟକୁ ଛୁଇଁବା ମାତ୍ରକରେ କୋଟି ଜନ୍ମରୁ ମୁକ୍ତି ପାଇଯାଏ, ଜାଣନ୍ତି କେମିତି ପ୍ରସ୍ତୁତ ହୁଏ ? ଏହି ନିର୍ମାଲ୍ୟ ଚାଉଳ ଜଗନ୍ନାଥଙ୍କ ରୋଷ ଘରେ ପ୍ରସ୍ତୁତ ହୁଏ। ଏହାକୁ କୁହାଯାଏ ଅମୁଣିଆ ଅର୍ଣ୍ଣ। ଅର୍ଣ୍ଣ ରନ୍ଧା ସରିବା ପରେ ଏହାକୁ ରୋଷେଇ ଶାଳରୁ କଢ଼ାଯାଏ। ପରେ ଏହାକୁ କୁହାଯାଏ ଛେକ। ଯେତେବେଳେ ଏହା ମହାଭୈରଵୀ ଚକ୍ରରେ ରୁହେ ଏହାକୁ ଭୋଗ କୁହାଯାଏ। ଏହି ଭୋଗ ଯେତେବେଳେ ତିନିଠାକୁରଙ୍କ ନିକଟରେ ଲାଗି ହୁଏ, ସେତେବେଳେ ଏହାକୁ ନୈବେଦ୍ୟ କୁହାଯାଏ। ଏହି ନୈବେଦ୍ୟ ବିମଳାଙ୍କ ନିକଟରେ ପୂଜା ହୁଏ। ଏହାକୁ ମହାପ୍ରସାଦ କୁହାଯାଏ। ଭକ୍ତମାନେ ଏହାକୁ ସେବନ ସମୟରେ ଅଭଡ଼ା କୁହାଯାଏ। ବଳକା ଅଭଡ଼ାକୁ ଖରାରେ ଶୁଖାଇଦିଆଯାଏ। ପରେ ଏହା ନିର୍ମାଲ୍ୟର ରୂପ ନିଏ।

    Maximum 500 characters

    ବିଶେଷ View all

    Find Us on Facebook