Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସଭାପତି ପଦ ବଜାୟ ରଖିଲେ ନିରଞ୍ଜନ

    Share on :
    ajab-Image
    Date: Sep 9, 2021    Views: 5074

    ଭୁବନେଶ୍ବର:  ପୁନର୍ଗଠିତ ହୋଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ୧୨ ଜଣ ଉପସଭାପତି, ୨୦ ଜଣ ସାଧାରଣ ସମ୍ପାଦକ ଓ ୪୬ ଜଣ ସମ୍ପାଦକଙ୍କୁ ନିଯୁକ୍ତି ଦେଇଛି ଦଳ । ଚଉଉ ସଭାପତି ଭାବେ ପଦ ବଜାୟ ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ଏଥିସହିତ ଜଣେ କୋଷାଧ୍ୟକ୍ଷଙ୍କ ସମେତ ଅନ୍ୟ ପଦ ପଦବୀ ନେଇ ମଧ୍ୟ ଦଳ ନିଯୁକ୍ତି ଦେଇଛି । ଏ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।
     ବାଦ ବିବାଦ ପରେ ବି ପିସିସି ସଭାପତି ପଦ ବଜାୟ ରଖିଛନ୍ତି ନିରଞ୍ଜନ ପଟ୍ଟନାୟକ । ଉପ -ସଭାପତି ଭାବେ ଦଳ ଗଣେଶ୍ବର ବେହେରା, ସନ୍ତୋଷ ସିଂହ ସାଲୁଜା, ସରସ୍ବତୀ ହେମ୍ରମ, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୂଜବଳ ମାଝି, ଯଜ୍ଞେଶ୍ବର ବାବୁ, ନକୁଲ ନାୟକ, ଦେବାଶିଷ ପଟ୍ଟନାୟକ, ସୁଦାମ ନାୟକ, ରତ୍ନମଣି ଉଲାକା, ସସ୍ମିତ ବେହେରାଙ୍କୁ ନିଯୁକ୍ତି ଦେଇଛି ଦଳ । ସେହିଭଳି ସାଧାରଣ ସମ୍ପାଦକ ଭାବେ ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ସଂଗ୍ରାମ ମିଶ୍ର, ରାଜ କିଶୋର ଷଡ଼ଙ୍ଗୀ, ଅରନ୍ଦିମ ସର୍ଖେଲ, ରଜତ ଚୌଧୁରୀ, ଲଲାଟେନ୍ଦ ମହାପାତ୍ର, ବିଶ୍ବ ଭୂଷଣ ଦାସ, ବିସ୍ମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ମମତା ମାଢ଼ୀ, ଚିନ୍ମୟ ସୁନ୍ଦର ଦାସ, ରବି ରାୟ, ଆଲୋକ ମିଶ୍ର, ଅର୍ସ ଅଲ୍ଲୀ, ସତ୍ୟଶିବ ଦାସ, ଅଶୋକ କୁମାର ଦାସଙ୍କୁ ନିଯୁକ୍ତି ମିଳିଛି ।ଚଉଉ ପୁନର୍ଗଠିତ: ସଭାପତି ପଦ ବଜାୟ ରଖିଲେ ନିରଞ୍ଜନଚଉଉ ପୁନର୍ଗଠିତ: ସଭାପତି ପଦ ବଜାୟ ରଖିଲେ ନିରଞ୍ଜନସେହିଭଳି ସମ୍ପାଦକ ଭାବେ ବିପ୍ଳବ ଚୌଧୁରୀ, ହେମରାଜ ବାଗ୍, ମନୀଷ ଆଚାର୍ୟ୍ୟ, ଦିଲ୍ଲୀପ ବେହେରା, ପ୍ରୀୟଜିତ୍ ରାୟ, ଦରିଦ୍ର ନାରାୟଣ ନାୟକ, ସଞ୍ଜୟ ଅଧିକାରୀ, ସନାତନ ମିଶ୍ର, ଅର୍ଚ୍ଚନା ନନ୍ଦି, ସଂଗ୍ରାମ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ମହମ୍ମଦ ସବିର, ନାସିର ଅହମ୍ମଦ, ଶମ୍ଭୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ପରିଡ଼ା, ଗୌର ନାୟକ, ତରୁଣ ମାଝି, ଶଶି ଭୂଷଣ ପାତ୍ର, ମନୋଜ ସାହୁ, ମନୋଜ ବିଶ୍ବାଳ, ପ୍ରଭାକର ମହାପାତ୍ର, ହୁସେନ ଖାନ୍, ଦୁଲାଲ୍ ପ୍ରଧାନ, ଶ୍ରୀୟା ମହାନ୍ତି, ସୁକାନ୍ତି ଦାସ, ଉମେଶ ଜେନା, ଅମିୟ ପାଣ୍ଡବ, ଦୁର୍ଗା ପାଢ଼ି, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ, ସସ୍ମିତା ଦେହୁରୀ, ପ୍ରଦୀପ ମହାପାତ୍ର, ପ୍ରତିମା ମଲ୍ଲିକ, ମହେନ୍ଦ୍ର ନାୟକ, ବିଜୟ ଚାଉଳିଆ, ସୀମାଞ୍ଚଳଗିରି ଉଲାକା, କୃଷ୍ଣ ଚନ୍ଦ୍ର ନେପାକ,ମଧୁସ୍ମିତା ସେଠୀ, ମୁକେଶ ଜୈନ, କୈଳାଶ ମୁଖୀ, ସୁର୍ୟ୍ୟକାନ୍ତ ବାଗ, ସରୋଜ ପ୍ରଧାନ, ବିଜନ ନାୟକଙ୍କୁ ନିଯୁକ୍ତି ଦେଇଛି ଦଳ ।

    Maximum 500 characters

    ରାଜନୀତି View all

    Find Us on Facebook