Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି : ଚମ୍ପିଆନ୍ସ ଟ୍ରଫି

    Share on :
    ajab-Image
    Date: Mar 5, 2025    Views: 3562

    ଚମ୍ପିଆନ୍ସ ଟ୍ରଫିର ୨ୟ ସେମିଫାଇନାଲରେ ବୁଧବାର ଦୁଇ ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିଛନ୍ତି। ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି। ୨୮ ଓଭର ଖେଳ ଶେଷ ସୁଦ୍ଧା ଦଳ ଗୋଟିଏ ଉଇକେଟ ହରାଇ ୧୬୯ ରନ ସଂଗ୍ରହ କରିଛି। ୱିଲ ୟୋଙ୍ଗ ୨୧ ରନ କରି ଆଉଟ ହୋଇଥିବାବେବେଳେ ରଚିନ ରବୀନ୍ଦ୍ର ୯୦ ରନ କରି​‌ ଖେଳୁଛନ୍ତି। ସେ ଶତକଠାରୁ ମାତ୍ର ୧୦ ରନ ଦୂରରେ ରହିଛନ୍ତି। ସେହିପରି କେନ୍‌ ୱିଲିଅମସନ ୫୫ ରନ କରି ଅପରାଜିତ ରହିଛନ୍ତି। ଦକ୍ଷିଣ ଆଫ୍ରିକୀୟ ବୋଲର ଲୁଙ୍ଗି ଏନଗିଡିଙ୍କୁ ଗୋଟିଏ ମାତ୍ର ସଫଳତା ମିଳିଛି। ଏହି ମ୍ୟାଚରେ ଯେଉଁ ଦଳ ବିଜୟୀ ହେବ ସେ ଭାରତ ସହିତ ଚମ୍ପିଆନ୍ସ ଟ୍ରଫି ଫାଇନାଲ ମ୍ୟାଚ ଖେଳିବ। 

    Maximum 500 characters

    ଖେଳ ଖବର View all

    Find Us on Facebook