Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Jul 22, 2022    Views: 5160

    ଭୁବନେଶ୍ୱର :  ଭାରତର ପଞ୍ଚଦଶତମ ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି। ଏହା ସହିତ ପ୍ରଥମ ଆଦିବାସୀ ମହିଳା ଭାବରେ ସେ ଦେଶର ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି । ଓଡିଶାର ଏକ ଅଖ୍ୟାତ ପଲ୍ଲୀରୁ ଆସି ରାଷ୍ଟ୍ରପତି ହୋଇ ମୁର୍ମୁ ଇତିହାସ ସୃଷ୍ଟି କରିଛନ୍ତି । ରାଷ୍ଟ୍ରପତି ହେବା ପରେ ତାଙ୍କୁ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

    ବିଜୟ ପରେ ଦେଶର ଆଗାମୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଓଡିଶାର ଝିଅ ଦ୍ରୌପଦୀଙ୍କୁ ଶୁଭେଚ୍ଛା । ରାଜ୍ୟର ସମସ୍ତଙ୍କ ପାଇଁ ଏହା ଅତି ଆନନ୍ଦ ଏବଂ ଗର୍ବର ସମୟ ।

    Maximum 500 characters

    ରାଜନୀତି View all

    Find Us on Facebook