Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସୋନିଆ ଗାନ୍ଧିଙ୍କୁ ଜେରା ଉଦ୍ଦେଶ୍ୟମୂଳକ :ନରସିଂହ

    Share on :
    ajab-Image
    Date: Jul 21, 2022    Views: 5215

    ଭୁବନେଶ୍ୱର : ସୋନିଆ ଗାନ୍ଧିଙ୍କୁ ଜେରା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ନରସିଂହ ମିଶ୍ର । ସେ କହିଛନ୍ତି ସଂସଦ ଚାଲୁଥିବା ସମୟରେ ନିୟମ ଅଛି ଜେରା ପାଇଁ ଡାକି ପାରିବେ ନାହିଁ । ବିରୋଧିଙ୍କ ସ୍ୱର୍ ଚାପିଦେବା ପାଇଁ ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ ସୋନିଆ ଗାନ୍ଧିଙ୍କୁ ଜେରା କରାଯାଉଛି ।

    କେନ୍ଦ୍ର ସରକାର ଚାହୁ ନାହାଁନ୍ତି ଦେଶରେ ବିରୋଧି ରୁହନ୍ତୁ । ବିଜେପି ଅସହିଷ୍ଣୁ ହୋଇ ପଡ଼ୁଛି । କ୍ଷମତାକୁ ଆସିବା ପରେ ଆଉ ସହନଶୀଳତା ନାହିଁ ବିଜେପିର । ସେଥିପାଇଁ ଗୃହକୁ ଚଳାଇ ଦେଉନାହାନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook