Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜାନୁଆରୀ ୨୬ରେ ଖୋଲା ରହିବ ନନ୍ଦନକାନନ

    Share on :
    ajab-Image
    Date: Jan 23, 2026    Views: 2384

    ଭୁବନେଶ୍ବର : ଜାନୁଆରୀ ୨୬ରେ ଖୋଲା ରହିବ ନନ୍ଦନନ୍ଦକାନନ। ସାଧାରଣତନ୍ତ୍ର ଦିବସ ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ବଟାନିକାଲ ଗାର୍ଡେନ ମଧ୍ୟ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୋମବାର ପରିବର୍ତ୍ତେ ଆସନ୍ତା ସପ୍ତାହରେ ମଙ୍ଗଳବାର ଏହା ବନ୍ଦ ରହିବ। ନନ୍ଦନକାନନ ଉପନିର୍ଦେଶକ ସନଥ ନାରାୟଣ ଏହି ସୂଚନା ଦେଇଛନ୍ତି।

    ପ୍ରତି ସୋମବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଥାଏ। ହେଲେ ଆସନ୍ତା ସୋମବାର ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ଏହା ପର୍ୟ୍ୟଟକଙ୍କ ପାଇଁ ଖୋଲା ରହିବ।

    Maximum 500 characters

    ତାଜା ଖବର View all

    Find Us on Facebook