Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଘରେ ପସି ତଣ୍ଟି କାଟିଲେ, ଥାନାରେ ଆତ୍ମସମର୍ପଣ କଲେ

    Share on :
    ajab-Image
    Date: Nov 25, 2021    Views: 3078

    ବାରିପଦା: ମହିଳାଙ୍କ ଘରେ ପସି ଜଣେ ଯୁବକ ତାଙ୍କ ତଣ୍ଟି କାଟି ଦେଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଳିଅନା ଥାନା କୋଚିଲାଘାଟି ଝିନେଇ ଗାଁ’ରେ । ସୂଚନା ଅନୁସାରେ ଜଣେ ପଡୋଶୀ ଯୁବକ ମହିଳାଙ୍କ ଘରକୁ ପସିଆସି  ମହିଳାଙ୍କ ତଣ୍ଟି କାଟି ଦେଇଥିଲେ । ଏହାପରେ ମହିଳା ଜଣଙ୍କ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।


    ଏହାପରେ ଯୁବକ ଜଣଙ୍କ ଥାନାକୁ ଯାଇ ଭୁଲ୍ ସ୍ୱିକାର କରି ଆତ୍ମସମର୍ପଣ କରିଥିଲେ । ତେବେ ଏପର୍ଯ୍ୟନ୍ତ ମୃତୁ୍ୟର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ୍ ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି । 


     

     

    Maximum 500 characters

    ତାଜା ଖବର View all

    Find Us on Facebook